25.1 C
Bhubaneswar
Saturday, February 7, 2026
Homeଓଡିଶାଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ: ମନ୍ତ୍ରୀ

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ: ମନ୍ତ୍ରୀ

ଭୁବନେଶ୍ୱର: ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ । ଏନେଇ ସରକାର ଯୋଜନା କରୁଥିବା କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଗୋଟିଏ ସମସ୍ୟାର ସମାଧାନ ହେଲେ ଆଉ ଗୋଟିଏ ଉପୁଜେ । ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ ସହାୟତା ଦେଉଛନ୍ତି ।  ଯେଉଁମାନେ ଅନ୍ୟ ଚାଷ କରୁଥିଲେ ସେମାନେ ବି ଧାନ କରୁଛନ୍ତି । ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ । ଅନ୍ୟ ଫସଲକୁ କିପରି ପ୍ରୋତ୍ସାହନ ମିଳିବ ଯୋଜନା କରୁଛୁ । ହେଲେ ଏହି ସବସିଡି ପ୍ରସଙ୍ଗରେ ବିଜେଡି ବିଜେପିକୁ କଟାକ୍ଷ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking