27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସଂସଦରେ ବିରୋଧୀଙ୍କ ହଙ୍ଗାମା: ଅପରାହ୍ନ ୫ଟା ଯାଏଁ ଗୃହ ମୁଲତବି

ସଂସଦରେ ବିରୋଧୀଙ୍କ ହଙ୍ଗାମା: ଅପରାହ୍ନ ୫ଟା ଯାଏଁ ଗୃହ ମୁଲତବି

ନୂଆଦିଲ୍ଲୀ: ଚାଲିପାରୁନି ଗୃହ । ବିଲ୍ ସମ୍ବିଧାନ ବିରୋଧୀ କହି ପ୍ରବଳ ହଙ୍ଗାମା ହୋହଲ୍ଲା, ହଟ୍ଟଗୋଳ  କରୁଛନ୍ତି ବିରୋଧୀ । ଏନେଇ ଅପରାହ୍ନ ୫ଟା ଯାଏ ଗୃହ ମୁଲତବି ଘୋଷଣା କରିଛନ୍ତି  ଲୋକସଭା ବାଚସ୍ପତି ଓମ ବିର୍ଲା । ପୂର୍ୱରୁ ଅପରାହ୍ନ ୩ଟା ଯାଏଁ ଲୋକସଭା ମୁଲତବି ଘୋଷଣା କରାଯାଇଥିଲା । ସମ୍ବିଧାନ ସଂଶୋଧନ ବିଲ୍ ଆଗତ ପରେ ବିରୋଧୀ ଗୃହରେ ଅଶୋଭନୀୟ ଆଚରଣ  ଦେଖାଇଛନ୍ତି । ଗୃହରେ  ବିଲ କପି ଚିରି ଫୋପାଡିଛନ୍ତି  ବିରୋଧୀ ସଦସ୍ୟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ବିଲ୍ ଚିରି ଫୋପାଡିଲେ ବିରୋଧୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking