19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆସନ୍ତା ମାସରୁ ଓଡିଶାରେ ଏସଆଇଆର

ଆସନ୍ତା ମାସରୁ ଓଡିଶାରେ ଏସଆଇଆର

ନୂଆଦିଲ୍ଲୀ: ଆସନ୍ତା ମାସରୁ ଓଡିଶାରେ ଏସଆଇଆର ଆରମ୍ଭ ହେବ । ୨୪ ବର୍ଷ ପରେ ଓଡିଶାରେ ଆରମ୍ଭ ହେବ ଏସଆଇଆର । ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ୱାଚନ ଅଧିକାରୀ ଆର. ଏସ ଗୋପାଳନ । ଜାନୁଆରୀ ୭ରେ ବାହାରିବ ଫାଇନାଲ ଭେରିଫିକେସନ । କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି । ବିଜେଡି ଅଭିଯୋଗରେ ଦୁଇ ଦୁଇ ଥର ଜବାବ ଦିଆଯାଇଛି କହିଛନ୍ତି ସିଇଓ । ଭିତ୍ତିହୀନ ଅଭିଯୋଗ ଆଣି ନିର୍ୱାଚନ କମିଶନରଙ୍କ ବିଶ୍ୱସନୀୟତା ଭାଙ୍ଗନ୍ତୁ ନାହିଁ । ରାଜ୍ୟରେ ବୁଥ ସଂଖ୍ୟା ବଢିବ । ୩୮ ହଜାରରୁ ୪୫ ହଜାରକୁ ବଢିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking