30.1 C
Bhubaneswar
Tuesday, February 3, 2026
Homeଓଡିଶାବାଇକ ଆରୋହୀ ଉପରେ ଚଢ଼ିଗଲା ବସ

ବାଇକ ଆରୋହୀ ଉପରେ ଚଢ଼ିଗଲା ବସ

କୋରାପୁଟ: କୋରାପୁଟ ଜିଲ୍ଲା  ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଖୁଡ଼ିଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୋରିଗୁମ୍ମା ନିବାସୀ ପୂର୍ବତନ ସରପଞ୍ଚ ନାରାୟଣ ଯାନୀ।ଖବର ପାଇ ବୋରିଗୁମ୍ମା ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ବାଇକ ଟିକୁ ଜବତ କରିଥିବା ବେଳେ ବସ ଡ୍ରାଇଭର ବସ୍‌ଟିକୁ ନେଇ ଥାନା ସମ୍ମୁଖରେ ରଖି ଖସି ପଳାଇଥିଲା । ମୃତ ନାରାୟଣଙ୍କ ଶରୀର ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି। ସ୍ଥାନୀୟ ଲୋକେ ଥାନା ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ  ରାସ୍ତାରୋକ କରିଥିଲେ। ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଫସି ରହିଥିବା ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking