32.1 C
Bhubaneswar
Tuesday, May 12, 2026
Homeଓଡିଶାଭାଉଜଙ୍କୁ ବଳାତ୍କାର କଲା ଦିଅର

ଭାଉଜଙ୍କୁ ବଳାତ୍କାର କଲା ଦିଅର

ମୋହନା: ଗଜପତି ଜିଲ୍ଲା ମୋହନାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଗିରଫ ହୋଇଛି ଅଭିଯୁକ୍ତ ଦିଅର। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦିଅର ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲେ। ଏହାପରେ ତାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣଙ୍କ ଏନେଇ ମୋହନା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଦିଅରଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking