24.1 C
Bhubaneswar
Tuesday, February 24, 2026
Homeଓଡିଶାଲ୍ୟାଣ୍ଡମାଇନ ବିସ୍ଫୋରଣ: ଯବାନ ସହିଦ

ଲ୍ୟାଣ୍ଡମାଇନ ବିସ୍ଫୋରଣ: ଯବାନ ସହିଦ

ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ଜଣେ ଡିଆରଜି  ଯବାନ ସହିଦ। ୩ ଜଣ ଗୁରୁତର ଅଛନ୍ତି । ନ୍ୟାସନାଲ ପାର୍କ ଅଞ୍ଚଳରେ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା। ମାଓବାଦୀମାନେ ଲ୍ୟାଣ୍ଡମାଇନ  ବିସ୍ଫୋରଣ କରିଥିବା ସନ୍ଦେହ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking