35.1 C
Bhubaneswar
Monday, May 11, 2026
Homeଓଡିଶାମହିଳା କନଷ୍ଟେବଲ୍ ମୃତ୍ୟୁ: ସ୍ବାମୀ, ଶାଶୁ ଗିରଫ

ମହିଳା କନଷ୍ଟେବଲ୍ ମୃତ୍ୟୁ: ସ୍ବାମୀ, ଶାଶୁ ଗିରଫ

ନୂଆପଡ଼ା: ମହିଳା କନଷ୍ଟେବଲ୍ ରୁକ୍ମିଣୀ ନାଗ ମୃତ୍ୟୁ ଘଟଣାରେ ୨ ଗିରଫ। କନଷ୍ଟେବଲ ସ୍ବାମୀ ଚୂଡ଼ାମଣି ଶବର ଓ ଶାଶୁଙ୍କୁ ଗିରଫ କଲା ପୋଲିସ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନୂଆପଡ଼ା ଥାନା ପୋଲିସ। ନୂଆପଡ଼ା ଷ୍ଟେସନ ପାଖ ଗଛରୁ ରୁକ୍ମିଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଜୀବନ ହାରିବା ପୂର୍ବରୁ ଏକ ଭିଡିଓ ବିଭିନ୍ନ ଲୋକଙ୍କୁ ପଠାଇ ଥିଲେ ରୁକ୍ମିଣୀ। ଶାଶୁ ଘର ଲୋକ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking