26.1 C
Bhubaneswar
Thursday, April 30, 2026
Homeଓଡିଶାଭଣ୍ଡବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଅନ୍ତେବାସୀ 

ଭଣ୍ଡବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଅନ୍ତେବାସୀ 

ଢେଙ୍କାନାଳ: ବାବାଙ୍କ ନାଁରେ  ଦୁଷ୍କର୍ମ  ଓ ଅସଦାଚରଣ   ଅଭିଯୋଗ ।   ଆଶ୍ରମରେ ପହଞ୍ଚିଲା ସାଇଣ୍ଟିଫିକ ଟିମ । ଅନ୍ତେବାସୀଙ୍କ ଅଭିଯୋଗ ପରେ ବାବୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।  ଢେଙ୍କାନାଳ କାମାକ୍ଷାନଗର  ଥାନା ଅଞ୍ଚଳରେ  ଜଣେ ଭଣ୍ଡ ବାବାଙ୍କ  ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ।  ଆଶ୍ରମରେ  ପୀଡିତା ଜଣଙ୍କ   ରହି ଠାକୁରଙ୍କ ସେବା କାଯ୍ୟ  କରିବା ସହିତ  ଭୋଜନାଳୟରେ ସହାୟିକା ଭାବେ କାଯ୍ୟ କରୁଥିଲେ । ତେବେ ଏହି ଆଶ୍ରମର ବାବା ଅନ୍ତେବାସୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା  ସେ ଅଭିଯୋଗ କରିଛନ୍ତି । ଆଶ୍ରମଟି ମଧୁମଣ୍ଡଳ  ଇସ୍କନ  ଟ୍ରଷ୍ଟ ନାମରେ ପରିଚାଳିତ ହେଉଥିବା ବେଳେ  ଭୋଜନାଳୟର  ମାନ ଶ୍ରୀ  ଗୋବିନ୍ଦ ଭୋଜନାଳୟା ପୀଡିତା ଜଣଙ୍କ ଏନେଇ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ ବାବା ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଛି ।ଏପଟେ ସାଇଣ୍ଟିଫିକ ଟିମ  ଆଶ୍ରମରେ ପହଞ୍ଚି ଅଧିକତଦନ୍ତ ଚଲାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking