18.1 C
Bhubaneswar
Sunday, February 8, 2026
Homeଓଡିଶାଛତ୍ରପୁର ଡିଏସଡବ୍ଲ୍ୟୁଓ ଅଫିସରେ ଅଗ୍ନିକାଣ୍ଡ

ଛତ୍ରପୁର ଡିଏସଡବ୍ଲ୍ୟୁଓ ଅଫିସରେ ଅଗ୍ନିକାଣ୍ଡ

ଗଞ୍ଜାମ: ଛତ୍ରପୁର ଜିଲ୍ଲା ସମାଜ ମଙ୍ଗଳ  ଅଧିକାରୀ  କାଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ ଅଫିସର  ସମସ୍ତ ଜିନିଷ ସହ  ଗୁରୁତ୍ୱପୂଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି ।  ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।  ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି    ନିଆଁ କୁ ଆୟତ୍ତ  କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking