14.1 C
Bhubaneswar
Monday, December 8, 2025
Homeଓଡିଶାସକ୍ରିୟ ଲଘୁଚାପ: ଆହୁରି ୪ ଦିନ ବର୍ଷା!

ସକ୍ରିୟ ଲଘୁଚାପ: ଆହୁରି ୪ ଦିନ ବର୍ଷା!

ଭୁବନେଶ୍ୱର: ସକ୍ରିୟ ରହିଛି  ଲଘୁଚାପ । ଏହାର ପ୍ରଭାବରେ  ଆହୁରି ରାଜ୍ୟର ବିଭିନ୍ନ ଜିଲ୍ଲାରେ  ୪ ଦିନ ବର୍ଷା ହୋଇପାରେ ।  ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ୨୩ ଜିଲ୍ଲାରେ  ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହେବ ।  କେରାପୁଟ , ନବରଙ୍ଗପୁର, ରାୟଗଡା ଓ  ଗଜପତି ଜିଲ୍ଲାରେ  ପ୍ରବଳ ବର୍ଷା  ପାଇଁ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।   ୧୯ ତାରିଖ ଯାଏଁ ପ୍ରବଳ  ବର୍ଷା  ହେବାର ସମ୍ଭାବନା ରହିଛି ।  ସେପଟେ ମେଘୁଆ  ପାଗ ସହ ପବନର ବେଗକୁ  ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୫ ତାରିଖ ଯାଏଁ   ପ୍ରବଳ ବର୍ଷାର ସମ୍ଭାବନା ଅଛି ।   ସେପଟେ ସମୁଦ୍ର ଅଶାନ୍ତ ରହିଥିବା ବେଳେ  ୧୫ ତାରିଖ ଯାଏଁ ସମୁଦ୍ରକୁ  ନଯିବାକୁ  ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking