16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶମୋଦୀଙ୍କ ଦୀପୀବଳୀ ଉପହାର; ଜିଏସଟିରେ ସଂସ୍କାର ଆଣିବୁ: ମୋଦୀ

ମୋଦୀଙ୍କ ଦୀପୀବଳୀ ଉପହାର; ଜିଏସଟିରେ ସଂସ୍କାର ଆଣିବୁ: ମୋଦୀ

ନୂଆଦିଲ୍ଲୀ: ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଜିଏସଟିରେ  ସଂସ୍କାର ଅଣାଯିବ । ଦୀପାବଳୀରେ ଦେଶବାସୀଙ୍କୁ ଉପହାର  ଦେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଉଚ୍ଚସ୍ତରୀୟ କମିଟି ଦ୍ୱାରା  ଜିଏସଟିରେ ସଂସ୍କାର ଆଣିବାକୁ ଯାଉଛୁ ।  ମଧ୍ୟବିତ୍ତଙ୍କ ଜୀବନକୁ ଏହା  ସହଜ କରିବ । ସାଧାରଣ ଲୋକଙ୍କ ପାଇଁ ଟିକସ କମ ହେବ । ଏହା ଦ୍ୱାରା ଦୈନନ୍ଦିନ ସାମଗ୍ରୀ  ସସ୍ଥା ହେବ ବୋଲି ମୋଦି  କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking