14.1 C
Bhubaneswar
Saturday, December 6, 2025
Homeଓଡିଶାବ୍ୟବହାର ହେବନି 'ହରିଜନ' ଶବ୍ଦ

ବ୍ୟବହାର ହେବନି ‘ହରିଜନ’ ଶବ୍ଦ

ଭୁବନେଶ୍ୱର: ବ୍ୟବହାର ହେବନି ହରିଜନ ଶବ୍ଦ । ଏନେଇ ଏସଟି/ ଏସସି ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି ।  ସମସ୍ତ ବିଭାଗୀୟ ସଚିବଙ୍କୁ  ଚିଠି ଲେଖାଗଲା । ସରକାରୀ ଓ ବେସରକାରୀ  ଅନୁଷ୍ଠାନକୁ  ଚିଠି  ଦିଆଯାଇଛି ।  ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଗଲା । ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ । କେବଳ ଅନୁସୂଚିତ  ବ୍ୟବହାର ନାଁ  ବ୍ୟବହାର  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ଅନୁସୂଚିତ ଜାତି ଉଲ୍ଲେଖ  ପାଇଁ  ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking