କେଉଁଝର: ରାକ୍ଷୀ ପୂଣ୍ଣିମାରେ ନିଖୋଜ ଯୁବକଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ତେଲକୋଇ ଥାନା କୃଷ୍ଣପୁର ଗାଁ ପାଖ ଶୁଆକାଠି ଜଙ୍ଗଲରୁ ଉଦ୍ଧାର କରାଯାଇଛି । ୨ ସାଙ୍ଗଙ୍କ ମାଡରେ ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ନେଇ ପୋଲିସର ସୂଚନା ମିଳିଛି । ୩ ସାଙ୍ଗ ମିଶିକି ମଦ ପିଇଥିଲେ, ମଦ ନିଶାରେ ପିଟାପିଟି ହେଲେ । ଅଭିଯୁକ୍ତ ୨ ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।










