14.1 C
Bhubaneswar
Saturday, December 6, 2025
Homeଓଡିଶାପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ସିସିଟିଭି ଯାଞ୍ଚ

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ସିସିଟିଭି ଯାଞ୍ଚ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ଘନ ଘନ ଖୋଳତାଡ । ଗାଁରେ ପହଞ୍ଚି ପୋଲିସର ତନାଘନା  ଜାରି ରହିଛି । ଗାଁରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ମୃତ ଛାତ୍ରୀଙ୍କ  ବୟଫ୍ରେଣ୍ଡ ଠାରୁ  ମୃତ୍ୟୁ ପଛର ରହସ୍ୟ ଉଗାଳୁଛି ରହସ୍ୟକାରୀ ଟିମ ।  ଏପରିକି ମୃତ ଛାତ୍ରୀଙ୍କ ବାପା ,ମା ଏବଂ  ଭାଇକୁ  କେନ୍ଦ୍ରାପଡା ଏସପି ଜେରା କରିଛନ୍ତି । ଏହାରିୁ ଭିତରେ ନୂଆ ନୂଆ ତଥ୍ୟ ମଧ୍ୟ   ସାମ୍ନା  ଆସୁଛି । ବୟଫ୍ରେଣ୍ଡଙ୍କ ମାଆ ଏବଂ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  ସମ୍ପୃକ୍ତ ଯୁବତୀଙ୍କ ତାଙ୍କ ବାପା ହିଁ  ହତ୍ୟା କରିଛନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ମାଆ । ସେପଟେ ମୃତ ଛାତ୍ରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି , କେନ୍ଦ୍ରାପଡା ସାଂସଦ ତଥା  ବିଜେପି ରଷ୍ଟ୍ର ଉପାଧକ୍ଷ ବୈଜୟନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking