13.1 C
Bhubaneswar
Sunday, December 7, 2025
Homeଓଡିଶାଲାଞ୍ଚ ନେଇ ଏଏସ୍ଆଇ ନିଲମ୍ବିତ

ଲାଞ୍ଚ ନେଇ ଏଏସ୍ଆଇ ନିଲମ୍ବିତ

କରଞ୍ଜିଆ: ୨ ହଜାର ଟଙ୍କା ଲାଞ୍ଚ ନେଇ ଏଏସଆଇ ନିଲମ୍ଭିତ ହୋଇଛନ୍ତି । ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରୁଆଁ ଥାନା ଏଏସଆଇ ମୀନକେତନ ପ୍ରଧାନଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରାଯାଇଛି । ବାଇକ୍ ଛାଡିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇ ମୀନକେତନ ଧରାପଡିଥିଲେ । ଯେଉଁ କାରଣରୁ ଏଏସଆଇ ମୀନକେତନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସ୍ପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking