13.1 C
Bhubaneswar
Sunday, December 7, 2025
Homeଓଡିଶାବାଘମାରୀରେ ଉତ୍ତେଜନା: ପୋଲିସର ଫ୍ଲାଗମାର୍ଚ୍ଚ

ବାଘମାରୀରେ ଉତ୍ତେଜନା: ପୋଲିସର ଫ୍ଲାଗମାର୍ଚ୍ଚ

ଖୋର୍ଦ୍ଧା: ବାଘମାରୀ ଥାନା ଓସ୍ତପୁର- କୋଟପଲ୍ଲାରେ  ପୋଲିସର ଫ୍ଲାଗମାର୍ଚ୍ଚ । ଦୁଇ ଗାଁ ମଧ୍ୟରେ  ସୀମା ବିବାଦକୁ ନେଇ ଦୋକାନ ବଜାର ଭଙ୍ଗାରୁଜା ହୋଇଛି ।  ୧୦ରୁ ୧୫ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି ।  ଟେକା ପଥର ମାଡ ହୋଇଛି । ଟେକା ପଥର ମାଡରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ସେଠାରେ ତହସିଲଦାର, ଉପଜିଲ୍ଲାପାଳ, ଏସଡିପିଓ ଉପସ୍ଥିତ ଅଛନ୍ତି ।ଗାଁ ସୀମା ବିବାଦରୁ ଲାଗିଛି ବିଏନଏସ ଦାରା ୧୬୩ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking