19.1 C
Bhubaneswar
Saturday, February 7, 2026
Homeଓଡିଶାକୋରାଇ ମଣ୍ଡଳ ସାହିତ୍ୟ ସଂସଦ ପକ୍ଷରୁ ଜୟଦେବ ଉତ୍ସବ, ବର୍ଷା କବିତା ଆସର

କୋରାଇ ମଣ୍ଡଳ ସାହିତ୍ୟ ସଂସଦ ପକ୍ଷରୁ ଜୟଦେବ ଉତ୍ସବ, ବର୍ଷା କବିତା ଆସର

ଯାଜପୁର: ଯାଜପୁର ଜିଲ୍ଲା ର ଅଗ୍ରଣୀ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ଜୟ ଦେବ ଉତ୍ସବ ବର୍ଷା କବିତା ଆସର ମୃତ୍ୟୁଞ୍ଜୟ ପୁର ବା ପାଣ୍ଡୁଳା ମା ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି lଜୟ ଦେବ ଙ୍କ ରଚିତ ଗୀତି ଗୋବିନ୍ଦ ବିଶ୍ୱ ସ୍ତର ରେ ମର୍ଯ୍ୟତl ହାସଲ କରି ପାରିଛି ଜୟ ଦେବ ଙ୍କ ଗୀତି ଗୋବିନ୍ଦ ରେ ଭକ୍ତି ରାଧା କୃଷ୍ଣ ଙ୍କ ଅପ୍ରlକୃତି ପ୍ରେମ ଶବ୍ଦ ସଂଯୋଜନା ନୃତ୍ୟ କଳା ସଂକୃତି ସମର୍ପିତ ଭାବ ରେ ରଚିତ ହୋଇଛି ଓଡ଼ିଆ ପ୍ରାଣ କେନ୍ଦ୍ର ର ଦେବତା ଜଗତ ର ନାଥ ମହା ପ୍ରଭୁ ଜଗନ୍ନାଥ ଙ୍କ ର ଅତି ପ୍ରିୟ ଗୀତି ଗୋବିନ୍ଦ ହୋଇ ଥିବାରୁ ଶ୍ରୀ ମନ୍ଦିର ରେ ଗୀତି ଗୋବିନ୍ଦ ସେବା ଏକ ସ୍ୱତନ୍ତ୍ର ସେବା ରହିଛି l ଗୀତି ଗୋବିନ୍ଦ ପାଠ କଲେ ଦେହ ଆଧ୍ୟାତ୍ମିକ ଭାବ ସଂଚାରିତ ହୋଇ ଭକ୍ତି ଭାବ ଜାଗ୍ରତ କରି ଥାଏ ବୋଲି ଅଥିତି ମାନେ କହି ଥିଲେ ଜୟ ଦେବ ଗୀତ ଗୋବିନ୍ଦ କାଳ ଜୟୀ ଗୀତି ଗୋବିନ୍ଦ କୁ ନୃତ୍ୟ ମାଧ୍ୟ୍ୟମରେ ପରିବେଷଣ କରା ଥlଏ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଥାଏ ବୋଲି ଅତିଥି ମାନେ ବ୍ୟକ୍ତ କରି ଥିଲେ ଏହି ଉତ୍ସବ ରେ କୋରାଇ ମଣ୍ଡଳ ସାହିତ୍ୟ ର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର ଉତ୍ସବ ରେ ସଭାପତି ନନ୍ଦକିଶୋର ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ସଂସଦର ସମ୍ପାଦକ ଡ଼ ସୂର୍ଯ୍ୟମଣି ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ଡ଼ ରାଜକିଶୋର ପାଢୀ, ମୁଖ୍ୟ ଅତିଥି, ପଣ୍ଡିତ ବୀରେନ୍ଦ୍ର ସତପଥୀ, ମୁଖ୍ୟବକ୍ତା, ଡ଼ ରୁଦ୍ରନାରାୟଣ ପୃଷ୍ଟି, ଅତିଥି ଭାବେ ଜଗଦେଇଥିଲେ।

କାର୍ଯ୍ୟକାରୀ ସମ୍ପାଦକ ଦୟାନିଧି ନାୟକ ସ୍ୱାଗତ ଓ଼ ଅଥିତି ମାନଙ୍କ କରିଥିଲେ l ଡ଼ ଅଭୟ ପତି, ପ୍ରଣବ ଆଇଚ, ହିତେଶ କୁମାର, ଜୀବନ ପାଢୀ, ଚଦ୍ରମଣୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ପ୍ରଧ୍ୟାପକ ଶିବଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବର୍ଷା କବିତା ସତାଧିକ କବି ପାଠ କରିଥିଲେ.ଏହି ଅବସର ରେଓଡିଶା ର ବିଶିଷ୍ଟ କବି ନନ୍ଦ କିଶୋର ସିଂହ ଓ଼ ତାଙ୍କର ନିର୍ବାଚିତ ଶିଶୁ କବିତା, ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ କବିତା ପୁସ୍ତକ କପିଳା ଘାଟର ଡ଼ଙ୍ଗା, ମନୋଜ କୁମାର ନାୟକ ଗଳ୍ପ ପୁସ୍ତକ ମେଘ ଡଙ୍କା ଆକାଶପୁସ୍ତକ ପ୍ରଭୁତି ଅତିଥି ମାନେ ଉନ୍ନ୍ମୋଚନ କରି ଥିଲେ ଶେଷ ରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରି ଥିଲେ ଏହି କାର୍ଯ୍ୟକ୍ରମ ରେ ଗୋକର୍ଣ୍ଣିକା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରମା କାନ୍ତ ଜେନା ବ୍ୟଙ୍ଗ କବି ବାଇଧର ମାଝୀ ବରିଷ୍ଠ କବି ଭୁବନ ମୋହନ ମହାନ୍ତିପ୍ରମୁଖ ବହୁ କବି କବିୟତ୍ରୀ ସାର ସ୍ୱତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking