25.1 C
Bhubaneswar
Saturday, December 6, 2025
Homeଓଡିଶାରାତିରେ ଦିଲ୍ଲୀରୁ ବାହାରିବ ବଳଙ୍ଗା ପୀଡିତାଙ୍କ ମରଶରୀର

ରାତିରେ ଦିଲ୍ଲୀରୁ ବାହାରିବ ବଳଙ୍ଗା ପୀଡିତାଙ୍କ ମରଶରୀର

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି । କିଛି ସମୟ ଭିତରେ ସରିବ ଷବ ବ୍ୟବଚ୍ଛେଦ ପ୍ରକ୍ରିୟା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଦିଲ୍ଲୀରୁ ଆଜି ଓଡିଶା ଆସିବ ମରଶରୀର । ରାତି ୯ଟାରେ ଦିଲ୍ଲୀରୁ ବାହାରିବ ମରଶରୀର । ଦିଲ୍ଲୀ ଏମ୍ସରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବାରଣ କରିଥିଲେ ବଳଙ୍ଗ ପୀଡିତା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାରଲିଫ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking