17.1 C
Bhubaneswar
Monday, December 8, 2025
Homeଦେଶ ବିଦେଶନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ନୂଆଦିଲ୍ଲୀ: ନାବାଳିକାର ସନ୍ଦେହ ଜନକ ମୃତ୍ୟୁ । ଆମେଠି ଜିଲ୍ଲାର   ଗୌରୀଗଞ୍ଜ  କୋତୱାଲି ଅଞ୍ଚଳର ଘଟଣା । ଘରେ କେହି ନଥିବା ଦେଖି ଝିଅଟି ଆତ୍ମହତ୍ୟା କରିଛି ।  ବାପା ଘରକୁ ଆସି ଦେଖିବା ବେଳେ ଝିଅଟି ଫ୍ୟାନରେ ଦଉଡି ଲଗାଇ ଝୁଲୁଛନ୍ତି । ସଙ୍ଗେ ସଙ୍ଗେ  ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ,  ମତ ନାବାଳିକାର ବାପା ଦୋକାନରେ ଥିଲେ । ଘରେ କହେି ନଥିବା ଦେଖି  ଆତ୍ମହତ୍ୟା କରିଥିଲା । ପରିବାର ଲୋକେ ଘରକୁ ଆସି ଦେଖିବା ପରେ ଏଭଳି ଦୃଶ୍ୟକୁ ଦେଖି ଚିତ୍କାର କରିଥିଲେ ।  ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ।  କାହିଁକି ଆତ୍ମହତ୍ୟା କଲା ସେ ଦିଗରେ ତଦନ୍ତ ଆରମ୍ଭ କରୁଛି ପୋଲିସ ।  ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking