19.1 C
Bhubaneswar
Monday, December 8, 2025
Homeଓଡିଶାହୀରାକୁଦର ଆଉ ୨ଟି ଗେଟ ବନ୍ଦ

ହୀରାକୁଦର ଆଉ ୨ଟି ଗେଟ ବନ୍ଦ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ବନ୍ଦ  ।  ଏବେ ମାତ୍ର ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ ବନ୍ଦ ହୋଇଛି ।  ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିଲା  ା ବାମ ପାଶ୍ୱର୍ର ୫ ଓ ଦକ୍ଷିଣ ପାଶ୍ୱର୍ର ୩ଟି ଗେଟ ଖୋଲା  ଥିଲ।।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking