15.1 C
Bhubaneswar
Wednesday, December 10, 2025
Homeଓଡିଶାଓଏଏସ ସାର୍ଥକ ମହାପାତ୍ର ଥାନାରେ ହାଜର

ଓଏଏସ ସାର୍ଥକ ମହାପାତ୍ର ଥାନାରେ ହାଜର

ଭୁବନେଶ୍ୱର: ଭୁବନେଶ୍ୱର  ମହିଳା ଥାନାରେ ହାଜର ହେଲେ ।  ଥାନାରେ ସାର୍ଥକ  ମହାପାତ୍ରଙ୍କୁ ଚାଲିଛି ପଚରାଉଚରା ।  ଓକିଲଙ୍କ ସହ ଥାନାକୁ ଆସିଛନ୍ତି  ସାର୍ଥକ ମହାପାତ୍ର ।  ଓଏଏସ ସାର୍ଥକଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାସ ଅଭିଯୋଗ ଆଣିଥିଲେ ।  ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ।  କାଲି ପତ୍ନୀ ଅର୍ଚ୍ଚନାଙ୍କ ବୟାନ ରେକର୍ଡ ହୋଇଥିଲା । ହସ୍ପିଟାଲରେ ନବଜାତ ପୁଅ ଓ ପତ୍ନୀଙ୍କୁ ଛାଡି ଚାଲି ଆସିଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking