21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବନ୍ୟା ପାଣିରେ ଭାସି ଯାଇ ୨ ନିଖୋଜ

ବନ୍ୟା ପାଣିରେ ଭାସି ଯାଇ ୨ ନିଖୋଜ

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ।   ଭାରୀ ବର୍ଷା କାରଣରୁ ରାଜସ୍ଥାନର ଅନେକ ସହର ମଧ୍ୟ  ଜଳବନ୍ଦୀ ଘେରରେ ରହିଛି । ଧୋସପୁରରେ ପାର୍ୱତୀ ନଦୀର ପ୍ରବଳ ସ୍ରୋତରେ  ପିକଅପ ଟ୍ରକଟି ବନ୍ୟାରେ ଭାସି ଯାଇଥିଲା ।  ସେଠାରେ ୪ ଜଣ ଥିଲେ ।  ଦୁଇ ଜଣ  ପହଁରା ଜାଣିଥିବାରୁ କୁଳକୁ ସୁରକ୍ଷିତ ସହ ଫେରିଆସିଥିଲେ ।  ଆଉ ୨ ଜଣଙ୍କର ସନ୍ଧାନ ଏଯାବତ ମିଳିପାରିନାହିଁ ।   ସୂଚନା ପାଇଁ ପୋଲିସ , ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking