14.1 C
Bhubaneswar
Sunday, December 7, 2025
Homeଓଡିଶାଆଜିଠୁ ଖୋଲିଲା ଭିତରକନିକା ନ୍ୟାସନାଲ ପାର୍କ

ଆଜିଠୁ ଖୋଲିଲା ଭିତରକନିକା ନ୍ୟାସନାଲ ପାର୍କ

କେନ୍ଦ୍ରାପଡା: ଆଜିଠୁ ଖୋଲିଲା ଭିତରକନିକା ନ୍ୟାସନାଲ ପାର୍କ । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପୁଣି ଖୋଲିଛି । ଯାହାକୁ ନେଇ ପଯ୍ୟଟକଙ୍କ ମଧ୍ୟରେ ବେଶ ଉସ୍‌ôାହ ଦେଖିବାକୁ ମିଳୁଛି । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ୩ ମାସ ଧରି ବନ୍ଦ ଥିଲା ଉଦ୍ୟାନ । ଆଜିଠୁ ପଯ୍ୟଟକମାନେ ଏହାର ପ୍ରାକୃତିକ ସୌନ୍ଦଯ୍ୟର ଉପଭୋଗ କରିପାରିବେ ।ଭିତରକନିକାରେ ପ୍ରଥମଥର ୪ଟି ବ୍ୟାଟେରୀ ଚାଳିତ ଗାଡି ପଯ୍ୟଟକଙ୍କ ପାଇଁ ଚାଲିବ । ଯାହାଦ୍ୱାରା ପଯ୍ୟଟକନାନେ ବୁଲିବାରେ ସୁବିଧା ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking