21.1 C
Bhubaneswar
Monday, December 8, 2025
Homeଓଡିଶାସୁଭଦ୍ରା: ପୁନଃ ଆବେଦନ ଆବଶ୍ୟକ ନାହିଁ

ସୁଭଦ୍ରା: ପୁନଃ ଆବେଦନ ଆବଶ୍ୟକ ନାହିଁ

ଭୁବନେଶ୍ୱର: ସୁଭଦ୍ରାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ସୂଚନା ।  ରାଜ୍ୟରେ ଏବେ ସୁଭଦ୍ରା ସମୀକ୍ଷା ଜାରି ରହିଛି କହିଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା । ପୁନଃ ଆବେଦନ ଆବଶ୍ୟକ ନାହିଁ । ତଥ୍ୟ ଯାଞ୍ଚ କରି ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେବୁ । କାଲି ସୁଦ୍ଧା ୭ ହଜାର ହିତାଧ୍‌କାରୀଙ୍କ ମତାମତ ନିଆଯାଇଛି । ଆହୁରି ୧୨ ଦିନ ଅଛି,  ଠିକ ସମୟରେ ଟାର୍ଗେଟ ପୂରା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking