ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ ହୋଇଛି । ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସମ୍ପୃକ୍ତ ରହିଛନ୍ତି । ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଯିବାର ପ୍ରମାଣ ମିଳିଛି । ଏହି ପ୍ରସ୍ନପତ୍ର ଲିକ ବାଲେଶ୍ୱରରୁ କୋରାପୁଟ ପଯ୍ୟନ୍ତ ବ୍ୟାପିଛି ।










