28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଭାରତୀୟ ସେନାର ଗାଡ଼ି ଉପରେ ଖସିଲା ପଥର: ୩ ମୃତ

ଭାରତୀୟ ସେନାର ଗାଡ଼ି ଉପରେ ଖସିଲା ପଥର: ୩ ମୃତ

ଲଦାଖ: ଲଦାଖରେ ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛିଲଦାଖର ଦୁର୍ବୁକ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ପଥର ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଅଧିକାରୀ ଏବଂ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଅଧିକାରୀ ଏବଂ ଦୁଇ ଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି। ଲଦାଖର ଦୁର୍ବୁକରେ ଏକ ପଥର ଧକ୍କା ଦେବାରୁ ଜଣେ ଅଧିକାରୀ ସମେତ ଅନ୍ୟୂନ ଚାରିରୁ ପାଞ୍ଚ ଜଣ ଭାରତୀୟ ସେନା କର୍ମଚାରୀ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଘଟଣାଟି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଘଟିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।  

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking