19.1 C
Bhubaneswar
Tuesday, December 9, 2025
Homeଓଡିଶାସିଏମଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମାଧାନ ୯୧ %

ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମାଧାନ ୯୧ %

ଭୁବନେଶ୍ୱର: ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୯୧% ଅଭିଯୋଗର ସମାଧାନ ହୋଇଛି ।  ୪୮ ଟି ଅଭିଯୋଗ ନେଇ ସାଢେ ୫୩ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ ସରିଛି । ଆଜି ୩ ଅଭିଯୋଗ ବାବଦରେ ଦେଢ ଲକ୍ଷର ସହାୟତା ପ୍ରଦାନ ହୋଇଛି । ରାଜଧାନୀରୁ ଦୂରକୁ ଯାଇ ଶୁଣାଣୀ ବ୍ୟବସ୍ଥା କରୁଛନ୍ତି ସରକାର । ଅନ୍ୟ ଜାଗାରେ  ମଧ୍ୟ ଅଭିଯୋଗ ଶୁଣିବେ କହିଛନ୍ତି ମନ୍ତ୍ରୀ  ବିଭୂତି ଜେନା । ସୂଚନା ଥାଉକି, ଆଜି ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  l  ଅଭିଯୋଗ ଶୁଣାଣି ସ୍ଥଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking