22.1 C
Bhubaneswar
Friday, February 6, 2026
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ସସ୍‌ପେଣ୍ଡ୍‌

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ସସ୍‌ପେଣ୍ଡ୍‌

ବାରିପଦା: ଛାତ୍ରୀ ଅସଦାଚରଣ ମାମଲାରେ ନିଲମ୍ବିତ ହେଲେ ଶିକ୍ଷକ। ବେତନଟୀର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରମୋଦ ମହାନ୍ତ ନିଲମ୍ବିତ ହୋଇଛନ୍ତି। ଏକାଧିକ କୋମଳମତି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତହେଲେ । ଏନେଇ ଛାତ୍ରୀମାନେ ଅଭିଯୋଗ କରିବା ପରେ ନିଲମ୍ବନ କଲେ ବିଇଓ। ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ କହିଲେ ବିଇଓ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking