ପୁରୀ: ପୁରୀ ଯିବା ବାଟରେ କଟକ ସଦର ବିଡିଓଙ୍କ ସହ ଘଟିଲା ବଡ ଅଘଟଣ। କାର୍ ସହ ନଦୀକୁ ଖସିପଡ଼ିଲେ ବିଡିଓ ଓ ତାଙ୍କ ପତ୍ନୀ । ପୁରୀ ବେଳାଭୂମି ରାସ୍ତାରେ କୁଶଭଦ୍ରା ନଦୀକୁ କାର୍ ସହ ଖସିପଡ଼ିଲେ କଟକ ସଦର ବିଡିଓ ଓ ତାଙ୍କ ପତ୍ନୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।