38.1 C
Bhubaneswar
Tuesday, May 19, 2026
Homeଓଡିଶାହୀରାକୁଦର ୨୦ ଗେଟ୍ ଖୋଲା

ହୀରାକୁଦର ୨୦ ଗେଟ୍ ଖୋଲା

ସମ୍ବଲପୁର: ଉପର ଜଳଭଣ୍ଡାର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଣାପଡିଛି। ତେଣୁ, ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଅତିରିକ୍ତ ଜଳ ଛାଡ଼ିବା ପାଇଁ ଆଉ ୪ଟି ଗେଟ୍ ଖୋଲିଛନ୍ତି। ହୀରାକୁଦର ମୋଟ୍ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking