ଭୁବନେଶ୍ୱର: ଫେକ ଜବ କାର୍ଡ ଧରିବାକୁ ହେବ ଇ-କେୱାଇସି । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । କହିଛନ୍ତି, ୩ ମାସ ଭିତରେ ଇ- କେୱାଇସି ନକଲେ କଟିଯିବ କାର୍ଡ । କିଏ ଅର୍ଥ ଆତ୍ମସାତ କରିଥିଲା ପୂର୍ୱ ସରକାର ଉତ୍ତରଦାୟୀ । ବର୍ଷକରେ ୨ ହଜାର ନୂଆ ଜବ କାର୍ଡ ଦେଇଛନ୍ତି ।