25.1 C
Bhubaneswar
Friday, December 19, 2025
Homeଓଡିଶାଅଗ୍ନିଶମ ଗାଡି ଧକ୍କାରେ ଛାତ୍ର ମୃତ

ଅଗ୍ନିଶମ ଗାଡି ଧକ୍କାରେ ଛାତ୍ର ମୃତ

ପୁରୀ: ପୁରୀରୁ ଏକ ମର୍ମାନ୍ତୁଦ ଦୁର୍ଘଟଣାର ଖବର ସମ୍ନାକୁ ଆସିଛି । ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୁରୀ ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ କଲେଜ ଛାତ୍ର ବୋଲି ଜଣାପଡିଛି। ଏହାକୁ ନେଇ ଉତ୍ୟକ୍ତ ଲୋକେ ଚାଳକଙ୍କୁ ଅଟକ ରଖି ତଳଜଙ୍ଗ ଛକରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking