25.1 C
Bhubaneswar
Saturday, February 7, 2026
Homeଓଡିଶାଲୋୟର ପିଏମଜିରେ ଏବିଭିପିର ବିକ୍ଷୋଭ

ଲୋୟର ପିଏମଜିରେ ଏବିଭିପିର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏବିଭିପିର ବିକ୍ଷୋଭ ।  ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ  ଗିରଫକୁ ନେଇ ଟିକା ଟିପ୍ପଣୀ ।  କଂଗ୍ରେସର ନୀତି  ନୈତିକତା କେଉଁଠି ରହିଲା ବୋଲି ଗର୍ଜନ କଲେ ।  ଗତକାଲି ଦୁଷ୍କର୍ମ ଅଭିଯୋଗରେ  ଉଦିତ ପ୍ରଧାନଙ୍କୁ ପୋଲିସ  ଗିରଫ କରିଛି ।  ଆଜି ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହୋଇଛନ୍ତି । ଏନେଇ ଏନଏସୟୁଆଇ ଜାତୀୟ  ସଭାପତି ବରୁଣ ଚୌଧୁରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking