25.1 C
Bhubaneswar
Tuesday, May 5, 2026
Homeଓଡିଶାଓଲଟିଲା ଗୋରୁ ଭର୍ତ୍ତି ପିକଅପ

ଓଲଟିଲା ଗୋରୁ ଭର୍ତ୍ତି ପିକଅପ

ଭୁବନେଶ୍ୱର: ଆଜି ସକାଳୁ ଏକ ଗୋରୁ ଭର୍ତ୍ତି ପିକଅପ ବାଲିଯୋଡ଼ା ହାଟରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମସିଣାକାଟି ନିକଟରେ ଓଲଟି ଯାଇଛି। ଏହାଫଳରେ ଗୋଟିଏ ଗୋରୁ ମରି ଯାଇଥିବା ବେଳେ ଅନ୍ୟ ଗୋରୁଗୁଡ଼ିକ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗୋଟେ କଳା ରଙ୍ଗର ସ୍କର୍ପିଓ ଉକ୍ତ ଗୋରୁ ବୋଝେଇ ଗାଡ଼ିକୁ ପଛରୁ ଗୋଡେଇ ଧରିବାକୁ ଚେଷ୍ଟା କରୁଥିବା ବେଳେ ଭୟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking