24.1 C
Bhubaneswar
Sunday, December 7, 2025
Homeଓଡିଶାପୀଡ଼ିତାଙ୍କ ଅବସ୍ଥା ଗୁରୁତର: ଏମ୍ସ

ପୀଡ଼ିତାଙ୍କ ଅବସ୍ଥା ଗୁରୁତର: ଏମ୍ସ

ଭୁବନେଶ୍ୱର: ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଲେ ଏମ୍ସ ନିର୍ଦ୍ଦେଶକ। ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି । ୪୮ ଘଣ୍ଟା ଅବଜରଭେସନ୍‌ରେ ରହିବେ। ଭେଣ୍ଟିଲେଟରରେ ନାହାନ୍ତି, ଆଇସିୟୁରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି। ୭୫ ପ୍ରତିଶତ ଶରୀର ପୋଡ଼ିଛି, ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking