ପିପିଲି: ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ । ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରିଲା ମହିଳା କଂଗ୍ରେସ । ଘେରି ଟମାଟୋ ମାଡ କରି ପ୍ରତିବାଦ କରୁଥିଲେ । ଏହି ସମୟରେ କଂଗ୍ରେସକର୍ମାଙ୍କୁ ଉଠାଇନେଲା ପୋଲିସ ।










