ଗଞ୍ଜାମ: ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁବୃତ୍ତ । ଗଞ୍ଜାମ ଜିଲ୍ଲବ୍ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୨ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ପରିବାର ଲୋକେ । ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛି । ଏନେଇ ପୀଡିତାଙ୍କ ମନରେ ଭୟ ଖେଳିଯାଇଥିବା ସହ ପରିବାର ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।










