15.1 C
Bhubaneswar
Saturday, December 6, 2025
Homeଓଡିଶାଚୋରି ପାଇଁ ଆସି ଘର ମାଲିକଙ୍କୁ ହତ୍ୟା!

ଚୋରି ପାଇଁ ଆସି ଘର ମାଲିକଙ୍କୁ ହତ୍ୟା!

ଭୁବନେଶ୍ୱର:  ଭରତପୁର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି ।  ଚୋରି  କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଧରାପଡିଯିବା ଭୟରେ ବାଡେଇ ହତ୍ୟା କରିଥିବା ସୂଚନା ମିଳିଛି ।  ଚୋରି ପାଇଁ ୪ ଜଣ ଦୁବୃତ୍ତ ଘର ଭିତରକୁ  ପଶିଥିଲେ ।  ଘର ମାଲିକ ଚିତ୍କାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଌଶଗ୍ଧ;୍‌ଚଳରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking