17.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ

ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଲୋକସେବା ଭବନ ଘେରାଉ ଉଦ୍ୟମ କରୁଛି ବିଜେଡି । ଲୋୟର ପିଏମଜିରେ ବିଜେଡି କର୍ମୀଙ୍କ ରଣହୁଙ୍କାର ଦେଖାଦେଇଛି । ଚାରିଆଡେ ପୁଲିସ ଛାଉଣୀ  ଘେରି ରହିଛନ୍ତି । ଲୋକସେବା ଭବନ ଆଡକୁ ବିଜେଡି କର୍ମୀ ବଢୁଥିବା ବେଳେ ସେମାନଙ୍କ  ଉପରେ  ପାଣିମାଡ କରାଯାଇଛି । ପାଣି ମାଡ଼ ପରେ ଲୁହ ବୁହା ଗ୍ୟାସ ମାଡ଼ କରିଛନ୍ତି । ପୋଲିସ – ବିଜେଡି କର୍ମୀ ମୁଁହାମୁଁହି  ହୋଇଛନ୍ତି ।  ଲୋୟର ପିଏମଜିରେ ବାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ । ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯାଇଛି । ବିଜେଡି ଘେରାଉ ପାଇଁ ଘୋଷଣା କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ସୋମବାର ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଲା ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking