21.1 C
Bhubaneswar
Monday, February 2, 2026
Homeଓଡିଶାଯାଜପୁରରେ ଛାତ୍ର ବିଜେଡ଼ିର ରଣହୁଙ୍କାର

ଯାଜପୁରରେ ଛାତ୍ର ବିଜେଡ଼ିର ରଣହୁଙ୍କାର

ଯାଜପୁର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ମୃତ୍ୟୁ ଘଟଣାର ବିଚାବିଭାଗୀୟ ତଦନ୍ତ ମୃତ୍ୟୁ ପାଇଁ ମୋହନ ସରକାର ଦାୟୀ ତୁରନ୍ତ ବିଜେପି ସରକାର ଇସ୍ତଫା ଦାବି ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଅ ଦାବୀ କରି ସମଗ୍ର ଯାଜପୁର ଜିଲ୍ଲାର ମହା ବିଦ୍ୟାଳୟ ରେ ଛାତ୍ର ଅସlନ୍ତି ଦେଖା ଦେଇଛି l ଛାତ୍ର ବିଜେଡି ପକ୍ଷରୁ ରାସ୍ତା ଅବରୋଧ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କାରା ଯାଇଛି l ଏହି ଜିଲ୍ଲା ର ପ୍ରମୁକ୍ ମହା ବିଦ୍ୟାଳୟ ଏନ୍ ସି କଲେଜ ଯାଜପୁର ଓ ବ୍ୟାସ ନଗର କଲେଜ ରେ ଅନ୍ଧୋଳାନ ରେ ଛାତ୍ର ଛାତ୍ରୀ ମାନେ ରଜ ରାସ୍ତା କୁ ଓହ୍ଲାଇ ଛନ୍ତି lଟାୟାର ଜାଳି ରାସ୍ତା ଅବରୋଧ କରିବା ସଂଗେ ମୂଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ କୁଶ ପୁତ୍ତଳିକା ଦାହ କରି ଥିଲେ ସରକାର lଜଣେ ଛାତ୍ରୀ ଙ୍କନାୟ ଦେବା ବିଫଳ ହୋଇ ଥିବାରୁ ଛାତ୍ରୀ ଜଣକ ଅତ୍ମହୁତି ଦେଲା ଏଥି ପାଇଁ ମୋହନ ସରକାର ଦୟୀ ତୁରନ୍ତ ଇସ୍ତଫା ଦିଅ l ଛାତ୍ରୀ ମହିଳା ମାନଂକ ସୁରକ୍ଷା ଦେବା ବିଜେପି ସରକାର ଅଯୋଗ୍ୟ ତୁରନ୍ତ ଇସ୍ତଫା ଦିଅ ବିଜେଡ଼ି କଂଗ୍ରେସ ପକ୍ଷରୁ ମୋହନ ସରକାର ଙ୍କ ଇସ୍ତଫା ଦାବି କାରା ଯାଇଛି କଲେଜ ଗୁଡ଼ିକ ରେ ସ ଶସ୍ତ୍ର ପୋଲିସ ମୁତୟନ କରାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking