ଭୁବନେଶ୍ୱର: କଂଗ୍ରେସ ଓ ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଟାର୍ଗେଟ କରିଛନ୍ତି । ବିଜେପି ସରକାର ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଉଛନ୍ତି । ଯିଏ ଦୋଷୀ ଦଣ୍ଡ ପାଇବେ କହିଲେ ମନ୍ତ୍ରୀ । କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା । ମୋହନ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ ।










