31.1 C
Bhubaneswar
Tuesday, September 1, 2026
Homeଓଡିଶାଇସ୍ତଫା ଦେଲେ ଆମେରିକୀୟ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍

ଇସ୍ତଫା ଦେଲେ ଆମେରିକୀୟ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ ଡ୍ରିସ୍କଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ହ୍ୱାଇଟ ହାଉସ ନିଶ୍ଚିତ କରିଛି । ଡ୍ରିସ୍କଲ ଇସ୍ତଫା ଦେଇଛନ୍ତି କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ହ୍ୱାଇଟ ହାଉସର ପ୍ରମୁଖ ଡେପୁଟି ପ୍ରେସ ସଚିବ ଆନ୍ନା କେଲି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସୂଚନା ଦେଇ ଖବରକୁ ସ୍ୱୀକାର କରିଛନ୍ତି । ସେ ପ୍ରସଂଶା କରି କହିଛନ୍ତି, ଡ୍ରିସ୍କଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମେକ ଆମେରିକା ଷ୍ଟ୍ରଙ୍ଗ ଏଗେନ ଏଜେଣ୍ଡାକୁ ଆଗକୁ ବଢାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେ ଐତିହାସିକ ସାମରିକ ଅଭିଯାନ ସମୟରେ ଉତ୍କୃଷ୍ଟ ନେତୃତ୍ୱ ପ୍ରଦାନ କରିଥିଲେ । ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନାକୁ ସହଜ କରିବାକୁ ଚେଷ୍ଟା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking