17.1 C
Bhubaneswar
Tuesday, December 9, 2025
Homeଓଡିଶାଚୋର ମଚାଏ ସୋର: ପ୍ରତାପ ଷଡଙ୍ଗୀ

ଚୋର ମଚାଏ ସୋର: ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ସାଂସଦ ପ୍ରତାପ ଷଡଙ୍ଗୀ ସମାଲୋଚନା କରିଛନ୍ତି । ‘ଚୋର ମଚାଏ ସୋର’ କହି ତାତ୍ସଲ୍ୟ କଲେ ସାଂସଦ ପ୍ରତାପ ଷଡଙ୍ଗୀ । ଅସ୍ତିତ୍ୱ ହଜିଯାଇଛି, ଏହି ଘଟଣାରେ ତାଙ୍କୁ ଟିକେ ଅକ୍ସୁଜେନ ମିଳିଯାଇଛି । ତେଣୁ ସ୍ୱର୍ଥ ପାଇଁ ରାଜନୈତିକ ରୁଟି ସେକୁଛନ୍ତି । ଛବିରାଣୀ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କଂଗ୍ରେସ ସମୟରେ ହୋଇଥିଲା । ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା । ଏବେ ଏମାନେ ମିଡିଆ ଆଗରେ ନାଟକବାଜୀ କରୁଛନ୍ତି । ମଲା ଲୋକର ଶବ ଉପରେ ଆଉ କେତେ ଦିନ ରାଜନୀତି କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking