19.1 C
Bhubaneswar
Sunday, December 14, 2025
Homeଓଡିଶାତୋରଣକୁ ପିଟିଲା ବାଇକ୍‌: ୨ ମୃତ

ତୋରଣକୁ ପିଟିଲା ବାଇକ୍‌: ୨ ମୃତ

ପୋଲସରା: ପୋଲସରା ଏକ ସଡକ ଦୁର୍ଘଟଣା ଘଟିଛି। ତୋରଣକୁ ପିଟିଲା ବାଇକ୍‌। ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ରିଗିପଡ଼ା ଶାସନ ନିକଟ ବାଲୁଙ୍କେଶ୍ୱର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛିଖବର ପାଇଁ ଘଟଣାସ୍ଥଳରେ ପୋଲସରା ଥାନା ପୋଲିସ ପହଞ୍ଚିଛି। ମୃତଦେହ ଉଦ୍ଧାର କରି ପୋଲସରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking