28.1 C
Bhubaneswar
Wednesday, February 4, 2026
Homeଓଡିଶାଜୀବିତ ମହିଳା ଆୟୁଷ୍ମାନ ପୋର୍ଟାଲରେ ମୃତ!

ଜୀବିତ ମହିଳା ଆୟୁଷ୍ମାନ ପୋର୍ଟାଲରେ ମୃତ!

କଟକ: ଜୀବିତ ମହିଳାଙ୍କୁ ଆୟୁଷ୍ମାନ ପୋର୍ଟାଲରେ ମୃତ ଦର୍ଶାଇବାରୁ ଉତ୍ତେଜନା ସୃଷ୍ଟି ହୋଇଛି। କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମହିଳାଙ୍କ ସଂପର୍କୀୟଙ୍କ ହୋହଲ୍ଲା। ବିଡ଼ାନାସୀ ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ ପହଞ୍ଚିଲା ପୋଲିସ। କିଛି ଦିନ ତଳେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ ରାଣୀହାଟ ଅଞ୍ଚଳର ମହିଳା। କିନ୍ତୁ ପୁଣି ଅସୁସ୍ଥ ହେବାରୁ ହସ୍ପିଟାଲ ଆସିଥିଲେ ମହିଳା। ଆୟୁଷ୍ମାନ ପୋର୍ଟାଲରେ ମହିଳାଙ୍କୁ ମୃତ ଦର୍ଶାଇବାରୁ ଉତ୍ତେଜିତ ହେଲେ ପରିବାର ଲୋକେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking