17.1 C
Bhubaneswar
Tuesday, December 9, 2025
Homeଓଡିଶାଡ୍ରାଇଭର ଆନ୍ଦୋଳନକୁ ସମର୍ଥନ: ଭକ୍ତ ଦାସ

ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ: ଭକ୍ତ ଦାସ

ଭୁବନେଶ୍ୱର: ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ପ୍ରେସମିଟ  କରି  ବିଜେପି ଉପରେ ପ୍ରବଳ  ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଦାସ ।   କହିଛନ୍ତି,ବିଜେପି ଚାହୁଁଥିଲା କଂଗ୍ରେସ ସମାବେଶ ବିଫଳ ହେଉ ବୋଲି । ୧୦ ଲକ୍ଷ ଡ୍ରାଇଭରଙ୍କ ପାଇଁ ନୀତି ନିୟମ ବୋଲି କିଛି ନାହିଁ ।  ଏନେଇ ରାହୁଲ  ଗାନ୍ଧି ତାଙ୍କ ପାଇଁ ସ୍ୱର ଉଠାଇଲେ ।  ଡ୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ ।  ଡ୍ରାଇଭର ସଂଘର ସହେଯାଗ ଯୋଗୁଁ ସମାବେଶ ସଫଳ ହେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking