17.1 C
Bhubaneswar
Wednesday, February 4, 2026
Homeଓଡିଶାଭୁବନେଶ୍ୱର ଫେରିଲେ ନବୀନ

ଭୁବନେଶ୍ୱର ଫେରିଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ ।  ମୁମ୍ବାଇରୁ ଅସ୍ତ୍ରାପଚାର ପରେ ଭୁବନେଶ୍ୱର ଫେରିଲେ ।  ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଅଛନ୍ତି । ଗତ ଜୁନ ୨୦ ତାରିଖରେ ଅସ୍ତ୍ରୋପଚାର ପାଇଁ ସେ ମୁମ୍ଵାଇ ଯାଇଥିଲେ। ଜୁନ୍ ୨୨ ତାରିଖରେ କୋକିଳାବେନ ଧୀରୁ ଭାଇ ଅମ୍ଵାନୀ ହସପିଟାଲରେ ହୋଇଥିଲା ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ। ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।  ତାଙ୍କ ପାଇଁ ସାରା ରାଜ୍ୟବାସୀ ଆଶୁ ଆରୋଗ୍ୟ କାମନା କରିଥିଲେ। ଗତ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking