13.1 C
Bhubaneswar
Sunday, December 7, 2025
Homeଓଡିଶାଆନ୍ଦୋଳନରେ ରାଜନୀତି: ପରିବହନ ମନ୍ତ୍ରୀ

ଆନ୍ଦୋଳନରେ ରାଜନୀତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ପ୍ରସଙ୍ଗରେ  ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା ଏକ୍ସରେ ପୋଷ୍ଟ କରି କହିଛନ୍ତି,  ମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛି ।  ଦାବିଗୁଡିକୁ କାଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଛି ।  ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ ।  କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେକାଦେଇଛି । ଡ୍ରାଇଭରଙ୍କୁ ଡ୍ରାଇଭର ନେତା ଆନ୍ଦୋଳନ ନାଁରେ ଭ୍ରମିତ କରୁନାହିଁ ।  ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking