21.1 C
Bhubaneswar
Thursday, February 5, 2026
Homeଓଡିଶାବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ

ବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ ମକେଇପୁର ଛକରେ ଯାଜପୁର ଅବକାରୀ ବିଭାଗର ଚଢ଼ଉ କରିଛି। ଜଣେ ବ୍ରାଉନସୁଗାର ବେପାରୀ ଠାରୁ ୩୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଅବକାରୀ ଥାନା ଅଭିଯୁକ୍ତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପରମେଶ୍ବର ପଣ୍ଡା। ଅବକାରୀ ବିଭାଗ ଅଭିଯୁକ୍ତ ପରମେଶ୍ବରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପରମେଶ୍ବର ନିଜେ ବ୍ରାଉନସୁଗାର ସେବନ କରିବା ସହ ବ୍ୟବସାୟ କରୁଥିଲେ। ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଉଥିବା ସମୟରେ ଧରାପଡ଼ିଥିଲା ପରମେଶ୍ବର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking