25.1 C
Bhubaneswar
Thursday, April 30, 2026
Homeଓଡିଶାମାଟି ତଳୁ ମୃତଦେହ ଉଦ୍ଧାର

ମାଟି ତଳୁ ମୃତଦେହ ଉଦ୍ଧାର

ଭଞ୍ଜନଗର: ଭଞ୍ଜନଗରରେ ମାଟି ତଳେ ପୋତା ଯାଇଥିବା ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଇବାଲି ଗାଁ ନିକଟ ମଳିଆଗଣ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ଉଦ୍ଧାର କଲା ପୋଲିସ। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking